ଏ ଭି ସ୍ୱାମୀ

ଏ ଭି ସ୍ୱାମୀ
ଓଡ଼ିଶାରାଜ୍ୟ ସଭା ସାଂସଦ
କାର୍ଯ୍ୟକାଳ
୪ ଅପ୍ରେଲ ୨୦୧୨ – ୩ ଅପ୍ରେଲ ୨୦୧୮
ପର ଅଧିକାରୀଅଚ୍ୟୁତ ସାମନ୍ତ, ବିଜେଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1929-07-18) ୧୮ ଜୁଲାଇ ୧୯୨୯ (ବୟସ ୯୫)
ନବରଙ୍ଗପୁର, ଓଡ଼ିଶା, ବ୍ରିଟିଶ ଭାରତ
ଜୀବନ ସାଥୀଅଳାଜଙ୍ଗି କଳାବତୀ (ବିବାହ: ୧୧ ଜୁନ ୧୯୪୯)[]
ସନ୍ତାନ୩ ଝିଅ, ୨ ପୁଅ
ପେଷାରାଜନୀତିଜ୍ଞ

ଅଳାଜଙ୍ଗି ବିଶ୍ୱନାଥ ସ୍ୱାମୀ (୧୮ ଜୁଲାଇ ୧୯୨୯ - ୩୧ ଡିସେମ୍ବର ୨୦୧୯) ଓଡ଼ିଶାରୁ ଜଣେ ଭାରତୀୟ ରାଜେନତା ଥିଲେ । ସେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[][][][] ଶ୍ରୀ ସ୍ୱାମୀ ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ ଯାଏଁ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[]

୨୦୧୯ ମସିହା ଡିସେମ୍ବର ୩୧ତାରିଖରେ ସ୍ୱାମୀଙ୍କର ପରଲୋକ ଘଟିଥିଲା ।[]

ଆଧାର

  1. ୧.୦ ୧.୧ "Av Swamy Biography - About family, political life, awards won, history". www.elections.in. Retrieved 22 December 2018.
  2. "ସାଂସଦ ଏ ଭି ସ୍ୱାମୀ ଆହତ, ଆଇସିୟୁରେ ଭର୍ତ୍ତି". Sambad. 9 February 2018. Retrieved 22 December 2018.
  3. "Naveen props up AV Swamy for third RS seat". ibnlive.in.com. 18 March 2012. Archived from the original on 11 April 2015. Retrieved 9 December 2014.
  4. "New Rajya Sabha member A V Swamy stresses on consensus". The Times of India. 1 April 2012. Retrieved 9 December 2014.
  5. "Detailed Profile: Shri A.V. Swamy". ww.archive.india.gov.in. Retrieved 9 December 2014.
  6. "Former Odisha MP AV Swamy Dies At 91". odishatv.in. odisha tv. Archived from the original on 31 December 2019. Retrieved 31 December 2019.

ବାହାର ଆଧାର

Information related to ଏ ଭି ସ୍ୱାମୀ

Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya